ବିଲେଇ

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

(ବିଲ—ଅନ୍ୟରୂପ)

ଗ୍ରାମ୍ୟ - (ଇତର ବ୍ୟବହୃତ) ବିଶେଷ୍ୟ - (ସଂସ୍କୃତ - ବିରାଳ, ବିଡ଼ାଳ; ତୁଳ. ତା. ପିଲୀ)

ସମ୍ପାଦନା

ବିରାଡ଼ି —Cat

(ଉ—ମେଷ ମୂଷା ବିଲାଇ ରୋମେ ବାଛି ବାଛି, ଚାଦର ଆଣିଥିଲେ ତା ନୋହେ ମୂରୁଛି କୃଷ୍ଣସିଂହ. ମହା— ଭାରତ. ସଭା)