ବିଲାତ୍

ଉଚ୍ଚାରଣ

ସମ୍ପାଦନା
  • (file)

ବୈଦେଶିକ - ବିଶେଷ୍ୟ - (ଆରବୀ - ବିଲାୟତ୍, ବିଲାୟତ=ସହର)

ସମ୍ପାଦନା
୧. ଇଂଲଣ୍ଡ ଦେଶ —୧. England.
୨. ଲଣ୍ଡନ ସହର —
୨. London.

ଅନୁବାଦ

ସମ୍ପାଦନା

ବିଲାଇତ୍, ବିଲାଏତ୍, ବିଲାୟତ୍, ବିଲାୟେତ୍ଅନ୍ୟରୂପ

୩. ଇଉରୋପ —୩. Europe.
୪. ଭାରତବହିର୍ଭୂତ ଦେଶ —୪. A country outside India.
୫. ମୁସଲମାନ ରାଜ୍ୟର ଭିନ୍ନ ଭିନ୍ନ ପ୍ରଦେଶ —୫. Different provinces of a Muslim kingdom.

[ଦ୍ରଷ୍ଟବ୍ୟ —ମୁସଲମାନ୍ମାନେ ଆପଣା ଦେଶ ଛଡ଼ା, ଅନ୍ୟ— ଦେଶକୁ ବିଲାତ୍ କହନ୍ତି, କିନ୍ତୁ ପାରସ୍ୟରେ ବିଲାତ୍ର ଅର୍ଥ ସ୍ୱଦେଶ]