ବିଲବା(ରି)

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସହଚର) ସମ୍ପାଦନା

୧. ଭୂସମ୍ପତ୍ତି —୧. Immoveable property.
୨. ଚାଷ ଜମି —୨. Agricultural land.

(ଉ—କେହି ବିଲବାଡ଼ିକୁ ଯିବାକୁ ନାହିଁ—ଫକୀର ଛମାଣ ଆଠଗୁଣ୍ଠ; ଉ—ବିଲବାରି କାମ ନ ଥିବାରୁ xxx ସ୍ନାନଯାତ୍ରା ଦେଖିବାକୁ ଯାଉଛନ୍ତି—ଫକୀର ଛମାଣ ଆଠଗୁଣ୍ଠ)

୩. ଚାଷଜମି ଓ ଘରବାଡ଼ି ଜମି — ୩. Agricultural and homestead lands.