ବିଲବାଡ଼ି
ବିଲବାଡ଼ି
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଅନୁବାଦ ସମ୍ପାଦନା
ବିଲବାଡ଼ି
|
ଦେଶଜ - ବିଶେଷ୍ୟ - (ସହଚର) ସମ୍ପାଦନା
- ୧. ଭୂସମ୍ପତ୍ତି —୧. Immoveable property.
- ୨. ଚାଷ ଜମି —୨. Agricultural land.
(ଉ—କେହି ବିଲବାଡ଼ିକୁ ଯିବାକୁ ନାହିଁ—ଫକୀର ଛମାଣ ଆଠଗୁଣ୍ଠ; ଉ—ବିଲବାରି କାମ ନ ଥିବାରୁ xxx ସ୍ନାନଯାତ୍ରା ଦେଖିବାକୁ ଯାଉଛନ୍ତି—ଫକୀର ଛମାଣ ଆଠଗୁଣ୍ଠ)
- ୩. ଚାଷଜମି ଓ ଘରବାଡ଼ି ଜମି — ୩. Agricultural and homestead lands.