ବିରି(ଜେ)ଇବା

ଉଚ୍ଚାରଣ

ସମ୍ପାଦନା

(ବିରିଜିବା—ଅନ୍ୟରୂପ)

ଅନୁବାଦ

ସମ୍ପାଦନା

ଦେଶଜ - କ୍ରି. (ସଂସ୍କୃତ - ବି+ରଞ୍ଜ ଧାତୁ)

ସମ୍ପାଦନା

ଚିଡ଼ିବା; ଚିଡ଼ିଚିଡ଼ି ହେବା —୧. To warm up.

୨. (ଅଣ୍ଡ଼ିରା ଘୋଡ଼ା) ନିଜର ଉଦ୍ରକ୍ତ ଲିଙ୍ଗକୁ ନାଭୀ ପାଖେ ବାଡ଼େଇ ବୀର୍ଯ୍ୟ କ୍ଷରଣତ କରିବା —୨. (said of a horse) To in heat
୩. ଉନ୍ନତ୍ତତା ପ୍ରକାଶ କରିବା —୩. To show sings of madness.
୪. ରାଗରେ ଅସ୍ଥିର ହେବା —୪. To fly into a rage.
୫. କାମାତୁର ହେବାର ଚିହ୍ନ ପ୍ରକାଶ କରିବା —୫. To show singns of amorousness.

ପ୍ରାଦେଶିକ - (ଗଡ଼ଜାତ)କ୍ରି

ସମ୍ପାଦନା

(ବାଘ ଆଦି ହିଂସ୍ର ଜୀବକୁ ଦେଖକି ଗାଈ, ମଈଷୀ ଆଦି) ହୁରୁଡ଼ିବା ଓ ରାବ କରିବା —To be startled and to low (said of cows and buffaloes when they see a toiger or smell its presence in the vicinity),

ପ୍ରାଦେଶିକ - (ସମ୍ୱଲପୁର)ବି

ସମ୍ପାଦନା

ବିରକ୍ତ ହେବା — To be vexed.