ବିରାଜ କରିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

୧. ବିରାଜିତ ହେବା; ବିଜେ କରିବା — ୧. To be present; to appear.
୨. (କୌଣସି ସ୍ଥାନରେ) ଶୋଭା ପାଇବା —୨. To shine or look grand.