ବିରାଜିତ
ସସ୍କୃତ (ବିଶେଷଣ) ସମ୍ପାଦନା
- ପ୍ରକାଶିତ
- ଉପସ୍ଥିତ
- ଶୋଭମାନ; ଶୋଭିତ
- ଯାହର ଶୋଭମାନ ମୂର୍ତ୍ତି ଦୃଷ୍ଟିଗୋଚର ହୁଏବିରାଜିତ
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବବି=ରାଜ୍ ଧାତୁ+କର୍ମ. ତ) ସମ୍ପାଦନା
- ୧. ପ୍ରକାଶିତ —୧. Manilested; displayed.
- ୨. (+କର୍ତ୍ତୃ. ତ)ଉପସ୍ଥିତ —୨. Present; attending.
- ୩. ଶୋଭମନ;ଶୋଭିତ —୩. Splendid; shining; beautiful.
- ୪. ଯାହାର ଶୋଭମାନ ମୂର୍ତ୍ତି ଦୃଷ୍ଟିଗୋଚର ହୁଏ — ୪. Exhibited to view view.