ବିମୃଷ୍ୟକାରୀ

ଉଚ୍ଚାରଣ

ସମ୍ପାଦନା
(ବିମୃଷ୍ୟକାରିଣୀ—ସ୍ତ୍ରୀ) 

(ବିମୃଷ୍ୟକାରିତା—ବି)

ସଂସ୍କୃତ - ବିଶେଷଣ - ପୁଂ. (ବିମୁଷ୍ୟ=ବିବେଚନା+କୃ ଧାତୁ+ଇନ୍; ୧ମା, ୧ବ)

ସମ୍ପାଦନା

ବିବେଚନାପୂର୍ବକ କାର୍ଯ୍ୟକାରୀ —Acting after due deliberation; discrimanating; considerate.