ବିଭ୍ରାଟ
ବିଭ୍ରାଟ
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବି—(ବି+ଭ୍ରାଜ୍ ଧାତୁ=ଦୀପ୍ତି ପାଇବା+କର୍ତ୍ତୃ. କ୍ୱିପ୍; ବିଭ୍ରାଜ; ୧ମା. ୧ବ.)
ସମ୍ପାଦନାସଙ୍କଟ; ଆପଦ; ବିପଦ — Calamity; danger; adversity.
ସଂସ୍କୃତ - ବିଶେଷଣ -
ସମ୍ପାଦନା- ୧. ଦୀପ୍ତିଶୀଳ —୧. Dazzling.
- ୨. ସୁନ୍ଦର —୨. Elegant.
ଦେଶଜ - ବିଶେଷ୍ୟ -
ସମ୍ପାଦନା- ୧. ବିପ୍ଳବ; ଗୋଳମାଳ ୧. Confusion; muddle; perplexity.
- ୨. ଅପବାଦ —୨. Scandal.
- ୩. ଶତ୍ରୁ ମର୍ଦ୍ଦନ — ୩. The act of curshing one's foes.
[ଉ—ଦୁର୍ବାର ବେନିଏ ହେଲେ ବଇରି—ବିଭ୍ରାଟେ ରାଧାନାଥ. ମହାଯାତ୍ରା]
=== ଦେଶଜ - ବିଣ—(ସଂସ୍କୃତ - ଭ୍ରଷ୍ଟ)
- ୧. ବନିଷ୍ଟ —୧. Spoiled.
- ୨. ପ୍ରକ୍ଷିପ୍ତ —୨. Scattered about.
- ୩. ଗୋଳମାଳିଆ —୩. Confused; muddled.
- ୪. ଦୁର୍ଣ୍ଣୀତିକ —୪. Immoral.
- ୫. ସାଧାରଣରେ ସପ୍ରତଟିତ; ପ୍ରଘଟ — ୫. Published; made public.
- ୬. କୁମାର୍ଗଗତ; କୁକ୍ରିୟାରତ — ୬. Gone astray, taking to evil ways.
- ୭. ଅବ୍ୟବସ୍ଥିତ —୭. Mismanaged.
ବିଭ୍ରାଟ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ - (ସଂସ୍କୃତ - ବିଭ୍ରାଟ୍=ଆପଦ)
ସମ୍ପାଦନା- ୧. ଗୋଳମାଳ —୧. Ado; confusion.
- ୨. ଅବ୍ୟବସ୍ଥା; ବେବନ୍ଦୋବସ୍ତ ୨. Mismanagement;
- ୩. କୌଣସି ଗୁପ୍ତ ବିଷୟର ସର୍ବତ୍ର ପ୍ରଚାର —୩. Wide; publication of a secret.
- ୪. ଦୁର୍ନୀତି —୪. Immorality.