ବିଭୁତି
ବିଭୁତି
ଉଚ୍ଚାରଣ
ସମ୍ପାଦନାସଂସ୍କୃତ - ବି—(ବି+ଭୁ ଧାତୁ+କରଣ. ତି)
ସମ୍ପାଦନା- ୧. ଐଶ୍ୱର୍ଯ୍ୟ; ଈଶ୍ୱରଙ୍କର ଅମାନୁଷିକ ଗୁଣମାନ —୧. Divinity. superhuman qualities of the Godhead.
- ୨. ଐଶ୍ଚର୍ଯ୍ୟ; ଅଚଳାଚଳ ସମ୍ପତ୍ତି —୨. Affluence; riches. wealth.
- ୩. ଋଷି; ସମୃଦ୍ଧି —୩. Glory; prosperity.
- ୪. ମହତ୍ତ୍ୱ —Greatness.
- ୫. ଭସ୍ମ; ପାଉଁଶ —୫. Ashes.
- ୬. ମହାଦେବଙ୍କର ଅଷ୍ଟବିଧ ଐଶ୍ୟର୍ଯ୍ୟ —୬. The eight special divine qualities of Ṡiba.
[ଦ୍ରଷ୍ଟବ୍ୟ —ଅଷ୍ଟବିଧ ଐଶ୍ୱର୍ଯ୍ୟ; ଯଥା— ଅଣିମା, ଲଘିମା, ବ୍ୟାପ୍ତି, ପ୍ରାକାମ୍ୟ, ମହିମା, ଈଶିତ୍ୱ ବଶିତ୍ୱ ଓ କାମବସାୟିତ୍ୱ]
- ୭. (ବୈଦିକ ସାହିତ୍ୟ) ପ୍ରାଚୁର୍ଯ୍ୟ; ପ୍ରଭୁତତା —୭. Plenty (in vedic use)
ଦେଶଜ - ବିଶେଷ୍ୟ -
ସମ୍ପାଦନାଶ୍ରାମଦ୍ଭଗବଦ୍ଗୀତାର ଏକାଦଶ ଅଧ୍ୟାୟ ଯହିଁରେ
ଭଗବାନଙ୍କର ବିଭୂତି ବର୍ଣ୍ଣିତ ହୋଇଅଛି —The ୧୧th chapter of Bhagabadgītā.
[ଉ—ବିଜୟରେ ବିଭୂତିରେ କରିବେ କଥନ ଯେ ଭଞ୍ଜ. ବୈଦେହିଶବିଳାସ]