ବିପ୍ଳବ
- ବିବାଦ; ତକରାର
- ବିନାଶ
- ଭୟ ପ୍ରଦର୍ଶନ
- ଲୁଟପାଟ; ଲୁଣ୍ଠନ
- ବିଦ୍ରୋହ
- ଅରାଜକତା
- ଉପଦ୍ରବ
- ଦେଶ ଲୁଣ୍ଠନ
- ଭୟପ୍ରାପ୍ତି
- ଗୋଳମାଳ
- ପ୍ରଜାମେଳି; ରାଜ୍ୟ ମଧ୍ୟରେ ପ୍ରଜାଙ୍କ ଜନିତ ଅଶାନ୍ତି
- କଷ୍ଟ; କ୍ଳେଶ
- ବିପଦ; ଆପଦ
- ପାପ
- ଅପରାଧ
- ଦୁଷ୍ଟତା
- ହଠଯୁଦ୍ଧ
- ଭଙ୍ଗୀ
- ପରଚକ୍ରଭୟ; ପରରାଷ୍ଟ୍ରଦ୍ଵାରା ରାଜ୍ୟରେ ଘଟିବା ଅଶାନ୍ତି
- ନୌକା ଡୁବୀ
- ବଢି; ବନ୍ୟା
- ଘୋଡାର ଖୁବ୍ ବେଗରେ ଦୌଡ
- ଶାନ୍ତିଭଙ୍ଗ; ଫଉଜଦାରୀ; ଦଙ୍ଗାହେଙ୍ଗାମା