ବିପୁଳା

ଉଚ୍ଚାରଣ

ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ—(ବିପୁଳ+ସ୍ତ୍ରୀ. ଆ)

ସମ୍ପାଦନା
୧. ପୃଥିବୀ —୧. The earth.
୨. ଆର୍ଯ୍ୟା—ଛନ୍ଦୋବିଶେଷ —୨. Name of a Sanskrit metre.
୩. ଦେବୀବିଶେଷ —୩. Name of a Goddess.

ସଂସ୍କୃତ - ବିଶେଷଣ - ସ୍ତ୍ରୀ

ସମ୍ପାଦନା

ବିପୁଳର ସ୍ତ୍ରୀଲିଙ୍ଗ —Feminine of Bīpuḻa.