ବିପତ୍ନୀକ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷଣ - ଓ ବିଶେଷ୍ୟ - ପୁଂ—(ବହୁବ୍ରୀହ; ବି=ବିଗତ+ପତ୍ନୀ;କ. ଆଗମ) ସମ୍ପାଦନା

୧. ବିଗତପତ୍ନୀକ; ଯାହାର ପତ୍ନୀ— ବିୟୋଗ ଘଟି ଅଛି; ମୃତଦାର —୧. Widower.
୨. ଯାହାର ଭାର୍ଯ୍ୟା ନାହିଁ; ପତ୍ନୀ—ବିହୀନ —୨. Having no wife; unmarried; single.