ବିନ୍ଧିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - (ସଂସ୍କୃତ - ବ୍ୟଧ୍ ଧାତୁ) ସମ୍ପାଦନା

୧. (ଅକର୍ମକ) (ବ୍ରଣାଦି) ବ୍ୟଥା କରିବା —୧. To ache.
୨. (ସକର୍ମକ) କାଠ— ଆଦିରେ ଛିଦ୍ର କରିବା —୨. To bore through wood etc.
୩. ଫୁଟାଇବା; ଫୋଡ଼ିବା —୩. To pierce
୪. ଶୃଙ୍ଗଦ୍ୱାରା ଆଘାତ କରିବା —୪. To gore.
୫. ଶର ପ୍ରୟୋଗ କରିବା —୫. To shoot an arrow; to use bow.

[ଉ—ଟାଣେ ବିନ୍ଧେ ଶମ୍ୱ ସଦୃଶ କଳମ୍ୱ ତୁମ୍ଭଙ୍କୁ ଏକା ଅତନୁ କକିସୂର୍ଯ୍ୟ. କୁଶୋରୀଚମ୍ପୂ. ଟ ଗୀତ]