ବିନିପତ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ବିନିପାତକ—ବ୍ୟକ୍ତିବାଚକ ବିଶେଷଣ)

ସଂ, ବିଶେଷ୍ୟ - (ବି+ନି+ପତ୍ ଧାତୁ+ଭାବ. ଅ) ସମ୍ପାଦନା

୧. ଅଧଃ— ପତନ —୧. Fall; fall from a high position; fall from virtue; downfall.
୨. ଅପମାନ; ଅବମାନନା
୩. ବଂଶକ୍ଷୟ - Extinction of a family.
୪. କ୍ଳେଶ; ଦୁଃଖ — ୪. Misery; distress; pain
୫. ମୃତ୍ୟୁ — ୫. Death.
୬. ଦୈବ ଦୁଃଖ —୬. Mishap; misfortune; accident.
୭. ବିନାଶ; ଧ୍ୱଂସ — ୭. Ruin; destruction
୮. ଘଟନା — ୮. Occurrence; happening