ବିଦାୟ

ଉଚ୍ଚାରଣ

ସମ୍ପାଦନା
  • (file)
  • (file)

ଅନୁବାଦ

ସମ୍ପାଦନା

ସ. ବିଶେଷ୍ୟ - (ବି+ଦା ଧାତୁ=ତ୍ୟାଗ କରିବା+ଭାବ. ଅ)

ସମ୍ପାଦନା
୧. ଦାନ —୧. Giving away.
୨. ବିସର୍ଜନ — ୨. Relinquishing; abandonment.

ବୈଦେଶିକ - ବି— (ଆରବୀ - ବିଦାଆ=ଯିବା ପାଇଁ ଅନୁମତି)

ସମ୍ପାଦନା
୧. ସ୍ଥାନାନ୍ତରକୁ ଯିବା ପାଇଁ ଦିଆଯିବା ଅନୁମତି — ୧. Farewell; permission to depart.
୨. କାର୍ଯ୍ୟରୁ ବରଖାସ୍ତ ହେବା; କର୍ମଚ୍ୟୁତି —୨. Dismissal from service.
୩. ସ୍ଥାନ ତ୍ୟାଗ —୩. Departure from a place.
୪. କାର୍ଯ୍ୟରୁ ସ୍ଥାୟୀ ଅବସର ଗ୍ରହଣ — ୪. Leave from service; retirement from service.

[ଦ୍ରଷ୍ଟବ୍ୟ —ଏ ଶବ୍ଦ ବୈଦେଶିକ ହେଲେ ମଧ୍ୟ ସାଧୁଭାଷା ବ୍ୟବହାର ପ୍ରିୟ ବ୍ୟକ୍ତିମାନେ ଏଥି ସଙ୍ଗେ କାଳୀନ, ଗ୍ରହଣ, ସଙ୍ଗୀତ, ବାଷଣ ଆଦି ସଂସ୍କୃତ ଶବ୍ଦମାନ ଯୋଗ କରନ୍ତି]