ବିଡ଼ା ବିଡ଼ା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ବିଡ଼ାକୁ ବିଡ଼ା—ଅନ୍ୟରୂପ)

  • (file)

ଅନୁବାଦ ସମ୍ପାଦନା

ଦେଶଜ - କ୍ରି.ବିଶେଷଣ - ସମ୍ପାଦନା

୧. ଗୋଛା ପରେ ଗୋଛା (ଆଣିବା ବା ରଖିବା) — ୧. Sheaf after sheaf.
୨. ଗୋଛା ଗୋଛା ହୋଇ; ଗୁଚ୍ଛୀକୃତ ଭାବରେ — ୨. In sheaves.

ପ୍ରାଦେଶିକ - (ଗଡ଼ଜାତ)ବିଶେଷଣ - ସମ୍ପାଦନା

ଅସ୍ତବ୍ୟସ୍ତ; ଅଡ଼ୁଆତଡ଼ୁଆ (ବାଳ) —Dishevelled and matted (hair).