ବିଜୁଳି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବିଦ୍ୟୁତ;ତୁଳ ପ୍ରା; ବିଜ୍ଜୁ; ବିଜ୍ଜୁରୀ) ସମ୍ପାଦନା

୧. ବିଦ୍ୟୁତ୍; ସୌଦାମିନୀ; ତଡ଼ିତ୍ —୧. Lightning.
୨. ତଡ଼ିତ୍ପ୍ରଭା; ତଡ଼ିତ୍ଶକ୍ତି —୨. Electricity.
୩. (ସଂସ୍କୃତ - ପାରେବତ ଫଳ) ପିଦୁଡ଼ି; ପିଜୁଳି — ୩. Guava.