ବିଚ୍ଛେଦିତ

ଉଚ୍ଚାରଣ

ସମ୍ପାଦନା

ସଂସ୍କୃତ - ବିଶେଷଣ -

ସମ୍ପାଦନା
୧. ବିରହିତ; ପୃଥକ୍କୃତ —୧, Separated form; deprived of.
୨. କର୍ତ୍ତିତ; ଆହତ ୨. Cut; wounded.

[ ଉ—ବିଚ୍ଛେଦିତ ହୋଇ ପ୍ରିୟବତୀରେ, ବିଚ୍ଚେଦିତ ନିତିରେ ସ୍ମର ତୀରେ— ଭଞ୍ଜ. ବୈଦେହୀଶବିଳାସ ]

୩. ବିଖଣ୍ତିତ — ୩. Cut asunder, severed.