ବିକିରଣ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ସଂସ୍କୃତ - ବିଶେଷ୍ୟ - (ବି+କୃ ଦାତୁ=ବିକ୍ଷେପ କରିବା+ଭାବ. ଅନ) ସମ୍ପାଦନା

୧. ବିକ୍ଷେପକରଣ; ଏଣେ ତେଣେ ଫୋଫାଡ଼ି ବୁଣି ହେବା; ବିଞ୍ଚି ଦେବା —୧. Scattering about; dispersion.
୨. ବିସ୍ତାରକରଣ —୨. Spreading.
୩. (ବିଜ୍ଞାନ ପରିଭାଷା)—କୌଣସି ଉତ୍ତପ୍ତ ଦ୍ରବ୍ୟରୁ ତାପ ଚାରି ଆଡ଼େ ବିଞ୍ଚି ହୋଇଯିବା —୩ (physics) Diffusion of heat from any heated body.

ବିଣ—(ବି=ବିଗତ, ନାହିଁ+ କିରଣ ଯାହାର) ସମ୍ପାଦନା

କିରଣହୀନ —Rayless.