ବିକାଳି

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

(ବିକାଳିଆ—ଅନ୍ୟରୂପ)

ଦେଶଜ - ବିଶେଷ୍ୟ -

ସମ୍ପାଦନା
୧. ବିକ୍ରେତା —୧. Seller; dealetr; vendor.
୨. (ସଂସ୍କୃତ - ବିକାଳ=ଅକାଳ) ଅସମୟ; ଅପ୍ରତ୍ୟାସିତ ସମୟ; ଅନୁପଯୁକ୍ତ ସମୟ —୨. Improper time.

(ଯଥା—ସେ ଆମ ଘରେ ଆସି ରାତି ବିକାଳି ପହଞ୍ଚି ଗଲେ)