ବି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ସଂସ୍କୃତ - ବି—(ବେ. ଧାତୁ=ବିସ୍ତାର କରିବା+ସଂଜ୍ଞାର୍ଥେ. କର୍ତ୍ତୃ. ଇ) ସମ୍ପାଦନା

୧. ଆକାଶ —୧. The sky.
୨. ସ୍ୱର୍ଗ —୨. Heaven.
୩. ପକ୍ଷୀ —୩. Bird.
୪. (+କର୍ମ. ଇ) ଚକ୍ଷୁ — ୪. Eye.

(ଉପସର୍ଗ)—(ଅନ୍ୟ ଧାତୁ ଓ ଶବ୍ଦ ପୂର୍ବେ ଯୁକ୍ତ ହେଲେ)— ଅବ୍ୟୟ ସମ୍ପାଦନା

୧. ସମ୍ୟକ୍ ବା ବିଶିଷ୍ଟ —୧. Special; much, excellent.

(ଯଥା—ବିଜ୍ଞାନ; ବିଶୁଦ୍ଧ)

୨. ବିପରୀତ; ବିରୁଦ୍ଧ —୨. Adverse; oppesed; opposite.

(ଯଥା—ବିପକ୍ଷ; ବିବାଦ; ବିଜାତି; ବିକ୍ରୟ)

୩. ବିହୀନ; ବିରହିତ; ଶୂନ୍ୟ —୩. Devoid of.

(ଯଥା—ବିହସ୍ତ; ବିକର୍ଣ୍ଣ)

୪. ବିକୃତ —୪. Faded (in colour); transformed.

(ଯଥା—ବିବର୍ଣ୍ଣ)

୫. ଅଭାବ —୫. Want; absence.

(ଯଥା—ବିକଚ; ବିଷମ)


୬. ବହୁ; ନାନା —୬. Many; various.

(ଯଥା—ବିବିଧ, ବିଗ୍ରହ)

୭. ପରସ୍ପର —୭. Mutual.

(ଯଥା—ବିବାହ)

୮. ନିଶ୍ଚିତ —୮. Certain.

(ଯଥା—ବିଦ୍ୱେଷ; ବିରୁଦ୍ଧି)

୯. ସମ୍ପୁର୍ଣ୍ଣରୂପେ —୯. Completely.

(ଯଥା—ବିରାଜ; ବିଖ୍ୟାତ; ବକ୍ଷିପ୍ତ)

୧. ବିଗତ —୧୦. Parted with; past.

(ଯଥା—ବିତୃଷ୍ଣ)

୧୧. ବିଭିନ୍ନ —୧୧. Sepatated; different.

(ଯଥା—ବିଦେଶ)

୧୨. ନିଷିଦ୍ଧ —୧୨. Forbidden.

(ଯଥା ବିକର୍ମ)

ଅନୁବାଦ ସମ୍ପାଦନା

ଦେଶଜ - ଅ. (ସଂସ୍କୃତ - ଅପି) ସମ୍ପାଦନା

୧. ଅପି; ସୁଦ୍ଧା; ମଧ୍ୟ —୧. Even.

(ଯଥା—କର୍ମକୁ ଏହା ବିଶେଷ୍ୟ - ଘଟିଲା)

୨. ଅପିଚ; ଆହୁରି ମଧ୍ୟ —୨. Also.

ତୁମେ କି ମୋ ସଙ୍ଗରେ ଯିବ—ମଧୁସୂଧନ. ଉତ୍ତରରାମଚରିତ

୩. ଏବଂ —୩. And.

(ଯଥା—ସେଠାକୁ ମୁଁ ଯିବି, ତୁମେ ବିଶେଷ୍ୟ - ଯିବ)

(କ୍ରିୟାର ବିଭକ୍ୟ୍ତର୍ଥ ପ୍ରତ୍ୟୟ) (ସଂସ୍କୃତ - ସ୍ୟାମି) ସମ୍ପାଦନା

ଭବିଷ୍ୟତ୍କାଳ ଉତ୍ତମ ପୁରୁଷ ଏକବଚନରେ କ୍ରିୟାରେ ଲାଗିବା ଅଙ୍ଗ — An inflection added to a verb in future tense, first person, singular number.

(ଯଥା—କରିବିଶେଷ୍ୟ - ଯିବି ଇତ୍ୟାଦି)

(ସାଙ୍କେତିକ)—ବିଶେଷ୍ୟରେ ସାଙ୍କେତିକ — An abbreviation for the word Biṡeshya or noun.

[ଦ୍ରଷ୍ଟବ୍ୟ —ଭାଷାକୋଷର ଶବ୍ଦମାନଙ୍କୁ ଚିହ୍ନାଇବା ପାଇଁ ଏହି ସାଙ୍କେତିକ ହୋଇଅଛି]

ଅନୁବାଦ ସମ୍ପାଦନା

ବୈଦେଶିକ - (ଇଂରାଜୀ - ) (ସାଙ୍କେତିକ) ସମ୍ପାଦନା

ଏହି 'ବି' ଅକ୍ଷର ଇଂରାଜି ବାଚେଲର୍ ବା ଅବିବାହିତ ବ୍ୟକ୍ତିର ସାଙ୍କେତିକ — B; an abbreviation for Bachelor in The English language.

[ଦ୍ରଷ୍ଟବ୍ୟ —ଯେଉଁମାନେ ପ୍ରବେଶିକା (ମାଟ୍ରୀକ୍ୟୁଲେସନ୍) ପରୀକ୍ଷାରେ ଉର୍ତ୍ତୀର୍ଣ୍ଣ ହୋଇ ବିଶ୍ୱବିଦ୍ୟାଳୟର ପ୍ରଥମ (ଫାର୍ଷ୍ଟ) ପରୀକ୍ଷା ପାଶ୍ କରିବା ପରେ ଦ୍ୱୀତୀୟ ପରୀକ୍ଷାରେ ପାଶ୍ କରନ୍ତି ବା ଗ୍ରାଜୁଏଟ୍ ହୁଅନ୍ତି ସେମାନଙ୍କୁ ଇଂରେଜିରେ ବାଚେଲ୍ର ବା ସଂକ୍ଷେପରେ 'ବି' (B) ଉପାଧି ଦିଆଯାଏ ବିଶ୍ୱବିଦ୍ୟାଳୟର ଯେଉଁ ବିଭାଗରେ ଛାତ୍ର ପଢ଼ି ପାଶ କରେ; ବିଶେଷ୍ୟ - (B) ଅକ୍ଷର ସଙ୍ଗେ ସେହି ବିଭାଗର ସାଙ୍କେତିକ ଅକ୍ଷର ଯୋଗ କରାଯାଏ ଯଥା—ବିଶେଷ୍ୟ - ଇ. (B. E.) ବାଚେଲର୍ ଇନ୍ ଇଞ୍ଜିନିୟରିଙ୍ଗ୍ (ବାରୀକମିସ୍ତ୍ରୀ ବିଭାଗ) ବିଶେଷ୍ୟ - ଏ. (B. A.) ବାଚେଲର୍ ଇନ୍ ଆର୍ଟସ୍ (ସାଧାରଣ ଶିକ୍ଷା) ବିଶେଷ୍ୟ - ଇଡି. (B. Ed.) ବାଚେଲର୍ ଇନ୍ ଏଡୁକେସ୍ନ୍ (ଶିକ୍ଷା) ବିଶେଷ୍ୟ - ଏସ୍ସି (B. Sc.) ବାଚେଲର୍ ଇନ୍ ସାଏନ୍ସ (ବିଜ୍ଞାନ) ବିଶେଷ୍ୟ - ଏଲ୍. (B. L.) ବାଚେଲର୍ ଇନ୍ ଲ (ଆଇନ୍) ବିଶେଷ୍ୟ - ଏମ୍. (B. M.)ବାଚେଲର୍ ଇନ୍ ମେଡ଼ିସିନ୍ ବା ବାଚେଲ୍ର୍ ଇନ ମିଉଜିକ (ଚିକିତ୍ସା ବା ସଙ୍ଗୀତ ବିଦ୍ୟା;); (ସାଧାରଣତଃ ଏହା M. B. ଲେଖାଯାଏ] ବିଶେଷ୍ୟ - ଡି (B. D.) ବାଚେଲର୍ ଇନ୍ ଡିଭିନିଟୀ (ଧର୍ମଶାସ୍ତ୍ର) ବିଶେଷ୍ୟ - ଏସ. (B. S.) ବାଚେଲର୍ ଇନ୍ ସର୍ଜରୀ (ଅସ୍ତ୍ର ଚିକିତ୍ସା)]