ବାହୁନା
ଅର୍ଥ: ପ୍ରିୟ ବ୍ୟକ୍ତିକୁ ସ୍ମରଣ କରି ପାଟି କରି କାନ୍ଦିବା, ବିଳାପ କରିବା ।
ଶବ୍ଦ ଉତ୍ପତ୍ତି
ସମ୍ପାଦନାବାହୁନା ଶବ୍ଦଟି ବାହୁନିବା (କ୍ରିୟାପଦ)ରୁ ଉତ୍ପତ୍ତି ଲାଭ କରିଛି ।
ଦ୍ରଷ୍ଟବ୍ୟ
ସମ୍ପାଦନାକୌଣସି ସଂପ୍ରଦାୟର ଝିଅମାନେ ଶାଶୁଘରକୁ ଯିବା ପୂର୍ବରୁ ବାହୁନା ଶିଖନ୍ତି, ବାହୁନିବା ପ୍ରସଙ୍ଗରେ ପୌରାଣିକ ଆଖ୍ୟାୟିକାମାନ ମଧ୍ୟ ବୋଲନ୍ତି । ପରିବାରର ବୟୋଜ୍ୟୋଷ୍ଠା ନାରୀମାନେ ଝିଅମାନଙ୍କୁ ଏହି ବାହୁନା ଶିଖାଇଥାନ୍ତି ।[୧]
ଆଧାର
ସମ୍ପାଦନାବାହୁନା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାବାହୁନା
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ବର୍ଣ୍ଣନା)
ସମ୍ପାଦନା- ୧. ବାହୁନିବା; ପ୍ରିୟ ବ୍ୟକ୍ତିକୁ ବା ପଦାର୍ଥକୁ ସ୍ମରଣ କରି ପାଟି କରି କାନ୍ଦିବା; ବିଳାପ କରିବା — ୧. To bewail a dear departed thing.
[ଦ୍ରଷ୍ଟବ୍ୟ —କୌଣସି କୌଣସି ସଂପ୍ରଦାୟରେ ଝିଅମାନେ ଶାଶୁଘରକୁ ଯିବା ପୂର୍ବେ ବାହୁନା ଶିଖନ୍ତି; ବାହୁନିବା ପ୍ରସଙ୍ଗରେ ପୌରାଣିକ ଆଖ୍ୟାୟିକାମାନ ମଧ୍ୟ ବୋଲନ୍ତି ବର୍ଷିୟସୀମାନେ କନ୍ୟାମାନଙ୍କୁ ବାହୁନା ଶିଖାନ୍ତି]
- ୨. ଦୋଷ ଦେଖାଇବା; ଖୁଣିବା; ତିଆରିବା —୨. Pointing out one's faults; cavilling at a person.