ବାହାରି
ବାହାରି
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ପ୍ରାଦେଶିକ - (ଲରିଆ) ବିଶେଷ୍ୟ - (ଢୁଳ. ହିନ୍ଦୀ - ବୁହାରୀ)
ସମ୍ପାଦନାଖଡ଼ିକାମୁଠା; ଝାଡ଼ୁ —Broomstick.
ଦେଶଜ - ଅ
ସମ୍ପାଦନା- ୧. ପୃଥକ୍ —୧. Separate; distinct from.
- ୨. ବିଭିନ୍ନ —୨. Different from.
କେ ବୋଇଲେ ପୁରୁଷ କେ ବୋଇଲେ ସ୍ତିରୀ କେହୁ ବୋଇଲେ ଦୁଇ କଥାରୁ ବାହାରି କୃଷ୍ଣସିଂହ. ମହାଭାରତ ବିରାଟ
ବାହାରି
ଉଚ୍ଚାରଣ
ସମ୍ପାଦନାପ୍ରାଦେଶିକ - (ଯାଶପୁର) ବିଶେଷ୍ୟ -
ସମ୍ପାଦନାବାହାରକୁ — Out.