ବାଳିକା

ଉଚ୍ଚାରଣ

ସମ୍ପାଦନା
  • (file)
  • (file)
  • (file)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ବାଳକ+ସ୍ତ୍ରୀ. ଆ)

ସମ୍ପାଦନା
୧. ସ୍ତ୍ରୀ ଶିଶୁ —୧. Female child.
୨. କନ୍ୟା —୨. Daughter.
୩. ଅଳ୍ପ ବୟଷ୍କା ସ୍ତ୍ରୀ —୩. Girl.
୪. ସିକତା; ବାଲୁକା —୪. Sand.
୫. କର୍ଣ୍ଣଭୂଷା —୫. An ornament for the ear.
୬. ବାଳା —୬. Woman.

ବାଳିକା କନକ କାନ୍ତି କନକ କନକ ବାଳିକା କନକ କାନ୍ତି ଜନକ କନକକ ଭଞ୍ଜ. ବୈଦେହୀଶବିଳାସ

ଦେଶଜ - ବିଶେଷ୍ୟ -

ସମ୍ପାଦନା

ବାଳି—ପତ୍ନୀ; ତାରା —Tārā, the wife of Bāḻi.

ବାଳିକା ଜାଙ୍ଗଳୀ ସ୍ତନ ପେଟୀ ବିଶାରଦ ବନ୍ଦାଣ ତଣ୍ଡୁଳ ଧୂଳି ତନୁ ଗନ୍ଧ ଗଦ ଭଞ୍ଜ, ବୈଦେହିଶବିଳାସ