ବାଲେଶ୍ୱରୀ
ବାଲେଶ୍ୱରୀ
ଉଚ୍ଚାରଣ
ସମ୍ପାଦନାବାଲେସରୀ, ବାଲେଶିରୀଅନ୍ୟରୂପ
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନା(ବାଲେଶ୍ୱରିଆ—ଅନ୍ୟରୂପ)
(ବାଲେଶ୍ୱରଆଣୀ—ସ୍ତ୍ରୀ)
ଦେଶଜ - ବିଶେଷ୍ୟ -
ସମ୍ପାଦନାମେଦିନୀପୁର ଅଞ୍ଚଳରୁ ଆସିଥିବା ଏକପ୍ରକାର ଧୁଆଁ ପତ୍ର —A kind of tobacco; Nictotina Tabacum (Haines).
[ଦ୍ରଷ୍ଟବ୍ୟ —ଏହା ପୂର୍ବେ ବାଲେଶ୍ୱର ବନ୍ଦର ବାଟେ ଏ ଦେଶକୁ ଆସୁଥିବାରୁ ଏହି ନାମ ହୋଇଅଛି]
ବିଶେଷଣ -
ସମ୍ପାଦନା- ୧. ବାଲେଶ୍ୱରବାସୀ —୧. Resident of Balasore.
- ୨. ବାଲେଶ୍ୱରରେ ନିର୍ମିତ —୨. Made in Balasore.