ବାଲି
ବାଲି
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାବାଲି
ଦେଶଜ - ବିଶେଷ୍ୟ - (ସଂସ୍କୃତ - ବାଲୁକା; ବାଲିକା)
ସମ୍ପାଦନା- ୧. ନଦୀ ଗର୍ଭସ୍ଥ ବା ସମୁଦ୍ର କୂଳସ୍ଥ କ୍ଷୁଦ୍ର ପ୍ରସ୍ତର ଓ ମୂର୍ତ୍ତିକା ଚୂର୍ଣ୍ଣ — ୧. Sand; silica.
- ୨. (ନାମ) ଭାରତ ମହାସାଗରରେ ଭାରତବର୍ଷର ଦକ୍ଷିଣ ପଶ୍ଚିମରେ ଅବସ୍ଥିତ ଦ୍ୱୀପ ବିଶେଷ; ଯବଦ୍ୱୀପ; ଯାଭାଦ୍ୱୀପ — ୨. The island of Java in the Indian ocean.
[ଉତ୍କଳୀୟମାନ ପୂର୍ବେ ଜାହାଜଦ୍ୱାରା ଏହି ଦ୍ୱୀପ ସହିତ ବାଣିଜ୍ୟ କରୁଥିବାର ଓ ସେଠାରେ ଉପନିବେଶ ସ୍ଥାପନ କରିଥିବାର ପ୍ରମାଣ ମିଳେ]
- ୩. (ସଂସ୍କୃତ - ବାଲିକା) ସୁମଲମାନ୍ ସ୍ତ୍ରୀ ଲୋକମାନେ କାନର ମଝିରେ ଯେଉଁ ଫାସିଆ ପନ୍ଧନ୍ତି —୩. A kind of ear- ring worn by the Mohemmedan woman.
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -
ସମ୍ପାଦନାବେଣ୍ଟଲା — A kind of ear ornament.
ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ବାର୍ଲୀ)
ସମ୍ପାଦନାବାର୍ଲୀ (ଦେଖ) - Bārlī (See)
ଦେଶଜ - ବିଶେଷ୍ୟ - (ଆଦରାର୍ଥକ)
ସମ୍ପାଦନାବାଳକୃଷ୍ଣ, ବାଲୁକେଶ୍ୱର ଆଦିଙ୍କର ଡାକ ନାମ —A name for calling Bāḻakṛushṇa, Bālukeṡwara etc.