ବାର୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)
  • (file)

ଅନୁବାଦ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ -(ବୃ ଧାତୁ ଣିଚ=ବାରି ଧାତୁ=ଆବରଣ କରିବା+ କର୍ତ୍ତୃ. କ୍ୱିପ୍) ସମ୍ପାଦନା

ଜଳ —Water.

ପ୍ରାଦେଶିକ - (ବାଲେଶ୍ୱର)—ବି ସମ୍ପାଦନା

ସୂତା ଦେହରେ ଗୁଡ଼ିର ଝିଙ୍କା ବା ଝାଙ୍କର ପରିମାଣ ବା ବଳ —The force exeted on the string by a flying kite.

(ମେଦିନପୁର)—ବି—(ତୁଳ . ବଙ୍ଗାଳୀ - ବାର୍) ସମ୍ପାଦନା

ବାହାର; ବହିଃ — Outside exterior.

ବୈଦେଶିକ - ବି (ଇଂ) ସମ୍ପାଦନା

୧. ଆଇନ୍ ବ୍ୟବସାୟୀଙ୍କ ଦଳ —A body of legal practitioners; the bar
୨. ଧାତୁ ବା କାଷ୍ଠ ନିର୍ମିତ କୀଳକ — ୨. Wooden or iron bar.

(ଯଥା—ପାରାଲେଲ୍ୱାର୍; ହୋରାଇଜଣ୍ଟଲ ବାର)