ବାରଂବାର

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

(ବାରୁଂବାର, ବାରଉଁବାର—ଅନ୍ୟରୂପ)

ଦେଶଜ - ଅ (ସଂସ୍କୃତ - ବାରଂବାରଂ)

ସମ୍ପାଦନା
୧. ବହୁଥର; ଥରକୁ ଥର —୧. Again and again; many times.
୨. ଉପୁର୍ଯ୍ୟୁପରି —୨. Repeatedly.