ବାର
ବାର
ଉଚ୍ଚାରଣ
ସମ୍ପାଦନାସଂସ୍କୃତ - ବି—(ବୃ. ଧାତୁ=ଆବରଣ କରିବା+କର୍ମ . ଅ)
ସମ୍ପାଦନା- ୧. ବାସର; ସପ୍ତାହର ଦିବସ —୧. Day of the week.
[ଦ୍ରଷ୍ଟବ୍ୟ —ସପ୍ତାହର ସାତ ବାରର ନାମ, ଯଥା— ୧ ରବିବାର (ସଂସ୍କୃତ - ଓଡ଼ିଆ, ବଂ) ଇଂରାଜୀ - ସନ୍ଡ଼େ (sunday) (ମୁସଲମାନୀ) ଏତ୍ୱାର୍ ବା ଏକ୍ଶବମ୍ୱା; ୨ ସୋମବାର (ସଂସ୍କୃତ - ଓଡ଼ିଆ, ବଂ) ଇଂ ମନ୍ଡ଼େ (Monday) (ମୁଁ) ପୀର୍ ବା ଦୋଶୁମ୍ୱା; ୩ ମଙ୍ଗଳବାର (ସଂସ୍କୃତ - ଓଡ଼ଆ ବଂ) ଇଂ ଟ୍ୟୁଜଡ଼େ (Tuesday] (ମୁ) ମଙ୍ଗଲ ବା ସେ ଶୁମ୍ୱା; ୪ ପଣ୍ଡିତ ବା ବୁଧବାର (ସଂସ୍କୃତ - ଓଡ଼ିଆ ବଙ୍ଗାଳୀ - )ଇଂରାଜୀ - ବେଡ଼— ନେସ୍ଡ଼େ (Wedensday) (୫) ବୁଧ ବା ଚାହାର ଶୁମ୍ୱା; ୫ ଗୁରୁବାର ବା ବୃହଷ୍ପତି ବାର (ସଂସ୍କୃତ - ଓଡ଼ିଆ . ବଂ) ଇଂରାଜୀ - ଥର୍ସ— ଡ଼େ (Thursday) (ମୁଁ) ଜୁମାରତ୍ ବା ଜୁମାରତ୍ ବା ଜୁମେରାତ୍; ୬ ଶୁକ୍ର ବାର (ସଂସ୍କୃତ - ଓଡ଼ିଆରବୀ - , ବଂ) ଇଂ ଫ୍ରାଇଡେ (Firday) (ମୁ) ଜମ୍ମା; ୭ ଶନିବାର (ସଂସ୍କୃତ - ଓଡ଼ିଆ ବଂ) ଇଂ ସାଟର଼୍ଡେ (Saturday) (ମୁ) ଶନିବାର ବା ଶୁମ୍ୱାହଫତା]
- ୨. ଥର; ଦଫା —୨. Time
- ୩. ପାଳି —୩. Turn.
- ୪. ଅବସର —୪. Leisure.
- ୫. ବହୁସଂଖ୍ୟା; ନିବହ; ସମୂହ —୫. Collection; many.
- ୬. ବହୁଲୋକ — ୬. Many people multituded,.
- ୭. ଜଳ — ୭. Water.
- ୮. ଦ୍ୱାର —୮. Door.
- ୯. (+ଭାବ ଅ) ବାଉଶ; ନିବାରଣ —୯. Prevention.
- ୧. (କରଣ ଅ) ଆବରଣ; ଘୋଡ଼ଣୀ — ୧୦. Cover.
- ୧୧. (+କର୍ମ. ଅ) ମଦିରା ପାତ୍ର; ମଦ ପିଆ ପାତ୍ର —୧୧. Wine cup; drinking cup; pag.
- ୧୨. (+ଭାବ. ଅ) ଅବରୋଧ; ଅଟକ — ୧୨. Obstruction; restraint.
- ୧୩. (+କର୍ତ୍ତୃ. ଅ)କ୍ଷଣ (ହିନ୍ଦୀ - ଶ) —୧୩. Moment.
- ୧୪. ବାଣ; ତୀର (ହିନ୍ଦୀ - ଶ) —୧୪. Arrow.
- ୧୫. ଶିବ — ୧୫. Ṡiba.
- ୧୬. ନଦୀ ବା ସମୂଦ୍ରର କିନାରା (ହିନ୍ଦୀ - ଶ) — ୧୬. Shore of river or sea.
ଅନୁବାଦ
ସମ୍ପାଦନାବିଶେଷଣ -
ସମ୍ପାଦନା- ୧. ନିବାର୍ଯ୍ୟ —୧. Preventible; which shound be prevented.
- ୨. ଅମଙ୍ଗଳଜନକ — ୩. Forbidden; prohibited.
ଦେଶଜ - ବିଶେଷ୍ୟ -
ସମ୍ପାଦନାମୃତାହର ଦ୍ୱାଦଶ ଦିବସର କର୍ତ୍ତବ୍ୟ କାର୍ଯ୍ୟ ଓ ଭୋଜୀ —The rituals and feast given to relatives of the deceased on the ୧୨th day of his death.
ବିଶେଷ୍ୟ - ଓ ବିଣ—(ସଂଖ୍ୟାବଚକ) (ସଂସ୍କୃତ - ଦ୍ୱାଦଶ; ପ୍ରା. ବାର)
ସମ୍ପାଦନା- ୧. ୧୨: —୧. Twelve.
- ୨. (ସଂସ୍କୃତ - ବାର=ବହୁ) ବହୁ ସଂଖ୍ୟକ —୨. Many.
(ଯଥା—ତା ସମ୍ପତ୍ତିକୁ ଅନ୍ୟାନ୍ୟ ସଂଖ୍ୟାବାଚକ ଶବ୍ଦ ମଧ୍ୟ ବ୍ୟବହୃତ ହୁଏ, ଯଥା—ତିନି, ପାଞ୍ଚ, ଦଶ, ଚଉଦ, ଶହେ, ହଜାରେ , ଲକ୍ଷେ ଇତ୍ୟାଦି)
ବିଶେଷଣ -
ସମ୍ପାଦନାଦ୍ୱାଦଶ ସଂଖ୍ୟକ —Twelve.
ବାର ବାଇବଧୁର ପେଷିଦେଇ— ଭଞ୍ଜ. ବୈଦେହୀଶବିଳାସ
ବ୍ୟାକରଣ ଓ ଓଡ଼ିଆ ପ୍ରତ୍ୟୟ ===
- ୧. ଅସାମାପିକା କ୍ରିୟା ସଙ୍ଗେ ଯୁକ୍ତ ହେଲେ କ୍ରିୟାବାଚକ ବିଶେଷ୍ୟ ବୁଝାଏ — ୧. A suffix added to an infinite verb to make it a noun.
(ଯଥା—ମୋର କାମ କରିବାର ନୋହିଲା)
- ୨. କ୍ରିୟା ସଙ୍ଗେ ଯୁକ୍ତ ହେଲେ ବିଶେଷଣ ପଦ ଭଳି ଉକ୍ତି କ୍ରିୟାସାଧକ (ବ୍ୟକ୍ତି)କୁ ବୁଝାଏ — ୨. A suffix added to a verb to denote the person doing the act or thing denoted by the verb.
ଖାଇବାର ପୁତ୍ର ମଥଲା ପୁରକୁ ଲୋ କୋଇଲି ମାର୍କଣ୍ଡ ଦାଶ, କୋଇଲି
- ୩. ପ୍ରାଦେଶିକ - (ଗଞ୍ଜାମ) ପ୍ରତ୍ୟେୟ (ବ୍ୟାକରଣ) ଭୁତ ଓ ଭବିଷ୍ୟତ୍ କାଳର କ୍ରିୟାରେ ଲାଗେ — ୩. A verbal suffix to denote the past and furture tense of a verb.
[ଦ୍ରଷ୍ଟବ୍ୟ —ଯିବାର=ଯିବୁ; ଯାଇଥିବାର= ଯାଇଅଛୁଁ]
ଗ୍ରାମ୍ୟ - (ଇତରୀଭାଖା) ବିଶେଷ୍ୟ -
ସମ୍ପାଦନା- ୧. ବାଡ଼ —୧. Fence.
(ଯଥା—ତୁଳନା କର. ବାଡି ସ୍ଥାନରେ ବାରି)
- ୨. ବାଳ; କେଶ —୨. Hair
(ତୁଳ. ଚାଉର, ନେଉର)