ବାବା
ବାବା
ଉଚ୍ଚାରଣ
ସମ୍ପାଦନାବୈଦେଶିକ - ବିଶେଷ୍ୟ - ପୁଂ. (ତୁରଷ୍କ ଦେଶୀୟ ଭାଷା)
ସମ୍ପାଦନା- ୧. ବାପ (ଦେଖ) - ୧. Bāpa (See)
- ୨. (ପୁଂ ଓ ସ୍ତ୍ରୀ) (ଆୟାମାନଙ୍କ ଭାଷା) ସାହେବମାନଙ୍କ ଶିଶୁ ସନ୍ତାନ —୨. A genetic name for European children.
(ଯଥା—ମିସୀ ବାବା, ଜନ୍ ବାବ)
- ୩. ସାଧୁ ସନ୍ନ୍ୟାସୀଙ୍କ ନାମ ପରେ ସ୍ନେହସୂଚକ ଉପାଧି — ୩. An affectionate title added to the name of a recluse.
(ଯଥା—ସତ୍ୟ ମହିମାଧର୍ମୀ ବ୍ରହ୍ମ ଅବଧୂତ ବିଶ୍ୱନାଥ ବାବା)
ଅନୁବାଦ
ସମ୍ପାଦନାଅ
ସମ୍ପାଦନା- ୧. ପିତାଙ୍କ ପ୍ରତି ସମ୍ୱୋଧନ —୧. Papa.
- ୨. ଗୁରୁଜନଙ୍କ ପ୍ରତି ସମ୍ୱୋଧନ —୨. (Used in addressing elders) Father !
- ୩. ବାବାଜିମାନଙ୍କ ପ୍ରତି ସମ୍ୱୋଧନ —୩. Used in addressing ascetics and religious people—(similar to the Reverend).
- ୪. ଆପଣାଠାରୁ ଅଳ୍ପ ବୟସ୍କ ବ୍ୟକ୍ତିଙ୍କୁ ଓ ପୁତ୍ରସ୍ଥାନୀୟ ବ୍ୟକ୍ତିଙ୍କୁବାତ୍ସଲ୍ୟସୂଚକ ସମ୍ୱୋଧନ —୪. An address of affection applied to one's youngers.