ବାପା
ବାପା
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଦେଶଜ - ବିଶେଷ୍ୟ - ଓ ଅ.—(ସଂସ୍କୃତ - ବପ୍ତା) ସମ୍ପାଦନା
ବାପ (ଦେଖ) - Bāpa (See)
ପ୍ରାଦେଶିକ - (ପୁରୀ) ବିଶେଷ୍ୟ - (ବ୍ରାହ୍ମଣ ସମାଜରେ ପ୍ରଚଳିତ) ସମ୍ପାଦନା
ପିତାମହ —Paternal grand-father.
[ଦ୍ରଷ୍ଟବ୍ୟ — ପୁରୀ ଜିଲ୍ଲା ଓ କଟକ ଜିଲ୍ଲାର କେତେକାଂଶର ବ୍ରାହ୍ମଣମାନେ ପିତାଙ୍କୁ ନନା ଓ ପିତାଙ୍କୁ ବାପା, ମାତାଙ୍କୁ ବୋଉ ଓ ପିତାମହୀଙ୍କୁ ମାଆ ବୋଲି ଡାକନ୍ତି କଟକ ଜିଲ୍ଲାର ଅବଶିଷ୍ଟାଂଶ ଓ ବାଲେଶ୍ୱର ପ୍ରଭୃତିରେ ପିତାଙ୍କୁ ବାପା ଓ ମାତାଙ୍କୁ ମା ବୋଲି ଡାକନ୍ତି ]