ବାଦି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ବଦ୍ ଧାତୁ=କହିବା+ଇ) ସମ୍ପାଦନା

୧. ପଣ୍ଡିତ — ୧. A pandit; a learened man.
୨. ମୃଦଙ୍ଗର ଦୁଇ ମୁଣ୍ଡର ଛପରା ଚମକୁ ବାନ୍ଧି ଟାଣି ରଖିବା ନିମନ୍ତେ ବ୍ୟବହୃତ ଚମଦଉଡ଼ି —୨. Thongs of leather which tie the round strips of leather on both ends of a Mṛudaṇga drum.

ପ୍ରାଦେଶିକ - (ସିଂହଭୂମ) ବିଶେଷ୍ୟ - ସମ୍ପାଦନା

ସମତଳ ଶସ୍ୟକ୍ଷେତ୍ର — A levelled field.