ବାତି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ବା ଧାତୁ=ବହିବା+କର୍ତ୍ତୃ. ଅତି) ସମ୍ପାଦନା

୧. ବାୟୁ — ୧. Wind.
୨. ସୂର୍ଯ୍ୟ —୨. The sun.
୩. ଚନ୍ଦ୍ର — ୩. The moon.

ପ୍ରାଦେଶିକ - (ମେଦିନୀପୁର ଓ ଆଳି) ବିଶେଷ୍ୟ -(ତୁଳ. ବଙ୍ଗାଳୀ - ବାତୀ) ସମ୍ପାଦନା

କବିତା —Wick.

[ଦ୍ରଷ୍ଟବ୍ୟ —ଆଳିରେ ଧୋବାମାବନେ ଚିରାଲୁଗାରେ ବଳା ୬୭: ଇଞ୍ଚ ଲମ୍ୱ ଓ ୧ ଇଞ୍ଚ ଚଉଡ଼ାର ବଲିତାକୁ ଲୁହାର ତେଣ୍ଟା ଆକୃତି ବିଶିଷ୍ଟ ବାଡ଼ିରେ ଯୋଖି ଯାତ୍ରାଦିରେ ଜାଳନ୍ତି; ତାହାକୁ ବାତି ବୋଲାଯାଏ]