ବାଢ଼ିବା

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

[ବଢ଼ା(ଢ଼େ)ଇବା—ଣିଜନ୍ତରୂପ]

ଅନୁବାଦ

ସମ୍ପାଦନା

ଦେଶଜ - କ୍ରି. (ସଂସ୍କୃତ - ବୃଧ୍ ଧାତୁ)

ସମ୍ପାଦନା
୧. ଖାଇବା ଲୋକର ଭୋଜନ ପାଇଁ ଅନ୍ନ ବ୍ୟଞ୍ଜନାଦି ଭୋଜ ନପାତ୍ରରେ ଆଣି ରଖିବା; ପରିବେଷଣ କରିବା —୧. To serve food on. plates; to deal out food to eaters.

ଅନ୍ନ ବ୍ୟଞ୍ଜକ ଷଡ଼ରସେ, ଆନନ୍ଦେ କାଢ଼ିଲେ ବିଶେଷେ ଜଗନ୍ନାଥ. ଭାଗବତ

୨. ଦ୍ରବ୍ୟସମୂହକୁ ବିସ୍ତୃତ କରି ଥୋଇବା; ବିସ୍ତାର କରିବା; ମେଲେଇ ରଖିବା —୨. To spread things for show.

ଯଉତୁକ ଦ୍ରବ୍ୟମାନ ବାଢ଼ିଲେ ଛାମୁରେ—ଚାଟ ଇଚ୍ଛାବତୀ

୩. ବିସ୍ତାରିତ ଭାବରେ ପ୍ରକାଶ କରିବା — ୩. To speak out in extense.

ବୁଢ଼ା ହେବାଠାରେ ସେ ପାଣ୍ଡବଙ୍କ ପ୍ରୌଢ଼ି ଏବେ ହିଜ ଗୋଟିକ ଆଗେ ଛନ୍ତି ବାଢ଼ି—କୃଷ୍ଣସିଂହ, ମହାଭାରତ ବନ

୪. ପ୍ରସ୍ତାବ ଆଦି ଉପସ୍ଥାପିତ କରିବା; ପ୍ରସ୍ତାବ କରିବା — ୪. To propose.
୫. ଭାବିବା; ବିଚାର କରିବା — ୫. To think.

ମୋହର କଲା ଦୋଷମାନ ହୃଦେ ବାଢ଼ି ନଖକୁନ୍ତୁମକୁ ଦିଅ ମୋ ଅନ୍ତ କାଢ଼ି— କୃଷ୍ଣସିଂହ, ମହାଭାରତ, ବନ—