ବାଡ଼ି ପୋଖରୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

[ବାଡ଼ି ଗ(ଗା)ଡ଼ିଆ—ଅନ୍ୟରୂପ]

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ଭଦ୍ର ପରିବାରର ଘରର ବାଡ଼ି ଆଡ଼େ ସ୍ତ୍ରୀ ଲୋକଙ୍କ ବ୍ୟବହାର ପାଇଁ ଖୋଳା ଯାଇଥିବା ପୁଷ୍କରିଣୀ —୧. A tank on the back side of a house of a well-to-do person for the use of females.
୨. ହଇଜା ରୋଗ ଯୋଗୁଁ ହେବା ଝାଡ଼ା —୨. Motions due to cholera.
୩. ହଇଜା; ବିସୂଚିକା —୩. Cholera.