ବାଟେଇବା

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

ଦେଶଜ - କ୍ରି—(ସଂସ୍କୃତ - ବାଟ)

ସମ୍ପାଦନା
୧. ବାଟିଆଇବା; ଯାଉଁ— ଥିବା ବ୍ୟକ୍ତି ସଙ୍ଗେ ଖଣ୍ଡଦୂର ବା଼ଟ ଯାଇ ତାକୁ ଛାଡ଼ି ଦେଇ ଆସିବା; ବାଟ ବଳେଇବା; ଅନୁବ୍ରଜନ କରିବା —୧. To accompany a person some way to see him off.
୨. ବାଟ ଦେଖାଇବା — ୨. To lead or show the way.