ବାଟୁଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବାଟ) ସମ୍ପାଦନା

ବାଟୋଇ; ପଥିକ — Wayfarer.

ପ୍ରାଦେଶିକ - (ପୁରୀ) ବିଶେଷ୍ୟ - ସମ୍ପାଦନା

ଯେଉଁ ପଣ୍ଡାମାନେ ଯାତ୍ରୀ ସଂଗ୍ରହ କରିବା— ପାଇଁ ଦୂରଦେଶକୁ ଯାଆନ୍ତି —The pilgrim-hunters of puri who visit distant countries.