ବାଜେ କଥା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ଫାରାସୀ - ବାଜ୍+ସଂସ୍କୃତ - କଥା) ସମ୍ପାଦନା

୧. ଅନାବଶ୍ୟକ ବିଷୟ —୧. Useless or unnecessary thing or matter.
୨. ବୃଥା ଗଳ୍ପ —୨. Idle talk.