ବାଛରା

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବତ୍ସତର)

ସମ୍ପାଦନା
୧. ଘୋଡ଼ାଛୁଆ —୧. Colt.
୨. (ସଂସ୍କୃତ - ବତ୍ସ+ଅତିସାର) ଶିଶୁରୋଗବିଶେଷ; ଶିଶୁମାନଙ୍କର ଝାଡ଼ା ରୋଗ — ୨. Infantile diarrhoea.

ଦେଶଜ - ବିଶେଷଣ -

ସମ୍ପାଦନା

ଅଳ୍ପବୟସ୍କ (ପଶୁ) —Young (animal).