ବାଙ୍ମୟ ତପଃ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଶାରୀର ତପଃ—ବିପରୀତ)

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

ବାକ୍ୟଦ୍ୱାରା ସାଧିତ ତପସ୍ୟା — Austerity through words.

[ଦ୍ରଷ୍ଟବ୍ୟ —ଭଗବଦ୍ଗୀତା ସପ୍ତଦଶ ଅଧ୍ୟାୟ ପଞ୍ଚଦଶ ଶ୍ଳୋକରେ ଅନୁବ୍ଦେଗକର ବାକ୍ୟ, ପ୍ରିୟ ଓ ହିତ ବାକ୍ୟ, ସତ୍ୟ, ସ୍ୱାଧ୍ୟାୟାଭ୍ୟସନ (ବେଦାଭ୍ୟାସ)କୁ ବାଙ୍ମୟ ତପଃ ବୋଲା ଯାଇଅଛି]