ବାଙ୍କିଆ
ବାଙ୍କିଆ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - ବିଶେଷଣ -
ସମ୍ପାଦନାବକ୍ର; ବଙ୍କା Crooked.
ବଣକୁ ଗଲି, ବାଙ୍କିଆ କଟରୀ ଛା଼ଡ଼ି ଅଇଲି—ପ୍ରହେଳିକା
ଦେଶଜ - ବିଶେଷ୍ୟ -
ସମ୍ପାଦନା- ୧. [[ ବାଙ୍କି (୨) (ଦେଖ) - ୧. Bāṅki (୨) (See)
ପାଉଞ୍ଚ ବାଙ୍କିଆ କଲା ସେ ସୁନାରୀ, କେହିତ ନୁହନ୍ତି ଛୋଟ ଭିକାରୀ ସାଆନ୍ତିଆ ବାହା
- ୨. ଏକ ପ୍ରକାର ଶିବିକା (ଏହାର ବାଉଁଶ ବଙ୍କା) — ୨. A kind of sedan chair or Palki with a crooked pole.