ବାଙ୍କିଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - ସମ୍ପାଦନା

ବକ୍ର; ବଙ୍କା Crooked.

ବଣକୁ ଗଲି, ବାଙ୍କିଆ କଟରୀ ଛା଼ଡ଼ି ଅଇଲି—ପ୍ରହେଳିକା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. [[ ବାଙ୍କି (୨) (ଦେଖ) - ୧. Bāṅki (୨) (See)

ପାଉଞ୍ଚ ବାଙ୍କିଆ କଲା ସେ ସୁନାରୀ, କେହିତ ନୁହନ୍ତି ଛୋଟ ଭିକାରୀ ସାଆନ୍ତିଆ ବାହା

୨. ଏକ ପ୍ରକାର ଶିବିକା (ଏହାର ବାଉଁଶ ବଙ୍କା) — ୨. A kind of sedan chair or Palki with a crooked pole.