ବାଉଳି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. (ସଂସ୍କୃତ - ବାତୁଳ) ବୈଷ୍ଣବଧର୍ମ ସମ୍ପ୍ରଦାୟ ବିଶେଷ —୧. A sect of anchorites.

[ ଦ୍ର—ବଙ୍ଗଦେଶରେ ଏ ସଂମ୍ପ୍ରଦାୟର ବୈଷ୍ଣବମାନେ ମୁଣ୍ଡରେ ଟୋପର ଓ ଦିହରେ କନ୍ଥା ଦେଇ ଧୁ଼ଡ଼ୁକୀ ବଜାଇ ହରି ନାମ ଗାଇ ବୁଲନ୍ତି ଏଥିର ମୌଳକ ଅର୍ଥ ଯେ ହରି ନାମରେ ବତୁଳ ]

୨. ବାଉଲି (ଦେଖ) - —Bāuli (See).
୩. ବାହାଳି (ଦେଖ) - —୩. Bāhāḻi (See) .
୪. ଘରର ଚାଳ ଛପରବନ୍ଦି କରିବା ସମୟରେ ହାତିଅନ୍ଧର କାନ୍ଥରେ ବର୍ଷା ପାଣି ନ ପଡ଼ିବା ଉଦ୍ଦେଶ୍ୟରେ ଛପରର ଶେଷଭାଗରେ ବାନ୍ଧି ଦିଆଯିବା ନଡ଼ା — ୪. Straw put on the extremity of a gabled thatch to prevent rain water from reaching the gabled wall.