ବାଉଟା

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ତୈ ?)

ସମ୍ପାଦନା

(ଜାହାଜିଆ ଶବ୍ଦ) ପତାକା — (nautical) Flag.

ଦୁଇ ଖଣ୍ଡ ଗୋରାପ ବାଉଟା ହଲାଇ ଆମ୍ଭମାନଙ୍କୁ ଦଣ୍ଡବତ କଲେ ଫକୀରମୋହନ. ଗଳ୍ପସ୍ୱଳ୍ପ

ଦେଶଜ - ବିଶେଷ୍ୟ -

ସମ୍ପାଦନା

ବାଉଟିଆ (ଦେଖ) - — Bāuṭiā (See)