ବାଉଁ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. (ସଂସ୍କୃତ - ବ୍ୟାମ)—ବେଁ —୧. Fathom.
୨. ବାମପାର୍ଶ୍ୱ —୨. Left side.

ଦେଶଜ - ବିଶେଷଣ - (ସଂସ୍କୃତ - ବାମ) ସମ୍ପାଦନା

୧. ବାମ — ୧. Left (side).


ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଜାହାଜିଆ ଶବ୍ଦ) ସମ୍ପାଦନା

୩. ହାତ ଜଳର ଗଭୀରତାର ମାପ; ବାମ୍ —(natural) A unit of measuring the depth of water; fathom.