ବାଇଶି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ଓ ବିଶେଷଣ - (ସଂଖ୍ୟାବାଚକ) (ସଂସ୍କୃତ - ଦ୍ୱାବିଂଶତି; ପ୍ରା. ବାଇସା) ସମ୍ପାଦନା

କୋଡ଼ିଏରୁ ଦୁଇ ଅଧିକ; ଦ୍ୱାବିଂଶତି; ୨୨: —Twenty two; ୨୨.

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ନିୟମ —୧. Rule; regularity;
୨. ସ୍ଥିରତା; ନିଶ୍ଚିତତା —୨. Certainly.
୩. ସାମଞ୍ଜସ୍ୟ — ୩. Coherency.

(ଯଥା—ତା କଥାରେ କିଛି ବାଇଶ ନାହିଁ)