ବାଆନ

ଉଚ୍ଚାରଣ

ସମ୍ପାଦନା

(ବାଆବନ, ବାଉନ, ବାବନ—ଅନ୍ୟରୂପ)

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ - ଓ ବିଶେଷଣ - (ସଂଖ୍ୟାବାଚକ) (ସଂସ୍କୃତ - ଦ୍ୱିପଞ୍ଚାଶତ୍; ପ୍ରା. ବିବ୍ୱଣା; ପା. ଦ୍ୱିପଣ୍ଣାସା)

ସମ୍ପାଦନା

ପଚାଶରୁ ଦୁଇ ଅଧିକ ସଂଖ୍ୟା — Fifty two; ୫୨.