ବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)
  • (file)

ସଂସ୍କୃତ - ଅ. (ବା ଧାତୁ=ଗମନ କରିବା+ଭାବେ. କ୍ୱିପ୍) ସମ୍ପାଦନା

୧. ଅବା; ଅଥବା; କିମ୍ୱା —୧. Or; either.

[ଦ୍ରଷ୍ଟବ୍ୟ —ଏହା ସନ୍ଦେହ, ସଂଭାବନା, ନିଶ୍ଚୟତା, ସାଦୃଶ୍ୟ, ସମୁଚ୍ଚୟ, ପ୍ରଶ୍ନ ଉପମା, ନାନାର୍ଥ ଓ ପାଦ ପୂରଣରେ ବ୍ୟବହୃତ ହୁଏ]

୨. ପରିବର୍ତ୍ତରେ —୨. In lieu.
୩. ପକ୍ଷାନ୍ତରରେ — ୩. Else; otherwise.
୪. ଅପି; ମଧ୍ୟ —୪. Even.

ଦେଶଜ - ବିଶେଷ୍ୟ - ସମ୍ପାଦନା

ବାଆ— (ଦେଖ) - —Bā-ā (See)

ଦେଶଜ - ବିଶେଷଣ - (କଚିରିଆ) (ସାଙ୍କେତିକ) ସମ୍ପାଦନା

ବାବତ୍; ସମ୍ୱନ୍ଧୀୟ — As per; regarding; relating to.

[ଦ୍ରଷ୍ଟବ୍ୟ —ଏହା ବ, ବୋଲି ମଧ୍ୟ ଲେଖାଯାଏ]

ଗ୍ରାମ୍ୟ - (ଇତର) ଅ. ସମ୍ପାଦନା

୧. ହେ !ରେ —୧. Oh,!
୨. ୨ (ବାକ୍ୟାନୁପ୍ରାସ) ମ; ମଁ —୨. Too.