ମୂଳ
ଯାହିତାହି
ଲଗ-ଇନ
ସଜାଣି
ଦାନ
ଉଇକିଅଭିଧାନ ବାବଦରେ
ଆମେ ଦାୟୀ ନୋହୁଁ
ଖୋଜନ୍ତୁ
ବହିର
ଭାଷା
ଦେଖିବେ
ସମ୍ପାଦନା
ବହିର
ବିଷୟସୂଚୀ
୧
ଓଡ଼ିଆ
୧.୧
ଉଚ୍ଚାରଣ
୧.୨
ଅନୁବାଦ
୧.୩
ଦେଶଜ - ବିଶେଷଣ - (ସଂସ୍କୃତ - ବଧିର; ପ୍ରା. ବହିରା)
ଓଡ଼ିଆ
ସମ୍ପାଦନା
ଉଚ୍ଚାରଣ
ସମ୍ପାଦନା
ରୋ.ଟ୍ରା.
— Bahira
ଆଇ.ପି.ଏ.
— bˈʌhiɾˌɔ
ଧ୍ୱନି (ମାନକ ଓଡ଼ିଆ)
(
file
)
ଅନୁବାଦ
ସମ୍ପାଦନା
ବହିର
ବଙ୍ଗାଳୀ:
কালা
ହିନ୍ଦୀ:
बहिरा
,
बहिरा
(ବହିରୀ—ସ୍ତ୍ରୀ)
ଦେଶଜ - ବିଶେଷଣ - (ସଂସ୍କୃତ - ବଧିର; ପ୍ରା. ବହିରା)
ସମ୍ପାଦନା
୧. ବଧିର —୧. Deaf.
୨. ବଧିରା (କାନ) —୨. Deafened; stunned (said of the ears).
୩. ବୋଧଶକ୍ତିହୀନ (ଚମଡ଼ା) —୩ Deadened to touch; made insensitive to touch (said of skin).