ବହିର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

(ବହିରୀ—ସ୍ତ୍ରୀ) 

ଦେଶଜ - ବିଶେଷଣ - (ସଂସ୍କୃତ - ବଧିର; ପ୍ରା. ବହିରା) ସମ୍ପାଦନା

୧. ବଧିର —୧. Deaf.
୨. ବଧିରା (କାନ) —୨. Deafened; stunned (said of the ears).
୩. ବୋଧଶକ୍ତିହୀନ (ଚମଡ଼ା) —୩ Deadened to touch; made insensitive to touch (said of skin).