ବହିଣୀ

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ - ସ୍ତ୍ରୀ. (ସଂସ୍କୃତ - ଭଗିନୀ; ପ୍ରା. ବହିଣୀ)

ସମ୍ପାଦନା

ଭଗିନୀ; ଭଉଣୀ —Sister.

ବହିଣୀ ତୁ ମୋର ନ ଜାଣି ସଂସାର ମଧ୍ୟରେ କେ ଅଛି— ଭଞ୍ଜ. ବୈଦେହୀଶବିଳାସ